Tumgik
#belabhumi
belabhumi · 1 year
Photo
Tumblr media
Wishing a cute and lovely teddy bear day to my lovely and adorable best friend who is always there for me whenever I need him. Happy teddy bear day! 'ସପୋଜ୍' କହି ସେ ପ୍ରପୋଜ୍ କରିନି ଆଜି ବି ବସିଛି ଚାହିଁ କେତେ ‘ରୋଜ୍-ଡେ ଆସି ଯେ ଗଲାଣି ହିସାବ ତାହାର ନାହିଁ, ନିତି ମୁଁ ବୁଲୁଛି ରାତି ସପନରେ ଲାଲ୍ ଗୋଲାପର ହାତେ ପ୍ରମିଜ୍ -ଡେ ତା ଆଉ କାହା ସାଥେ ଖେଳୁଛି ମୁଁ ଟେଡି ସାଥେ।। ତପନ ଦୀକ୍ଷିତ (ବେଳାଭୂମି) ନାସିକେଶ୍ୱର, କାକଟପୁର, ପୁରୀ #yqbhainan #belabhumi Read my thoughts on @YourQuoteApp #yourquote #quote #stories #qotd #quoteoftheday #wordporn #quotestagram #wordswag #wordsofwisdom #inspirationalquotes #writeaway #thoughts #poetry #instawriters #writersofinstagram #writersofig #writersofindia #igwriters #igwritersclub https://www.instagram.com/p/CofMkDftcFf/?igshid=NGJjMDIxMWI=
0 notes
weirdlysmartgirlme · 2 years
Photo
Tumblr media
#birthdaylunch #bengalifood #homecooked #friedrice #chingrimalaicurry #hilsalove #rohufish #payesh (at Belabhumi Apartment) https://www.instagram.com/p/CiXPVvqusMi/?igshid=NGJjMDIxMWI=
0 notes
g-k-d-1965 · 3 years
Photo
Tumblr media
Banglar Belabhumi (Sea Beaches of Bengal in Bengali); Year of Publication: 2010; Publisher: Levant Books, Kolkata; Distributer: Sarat Book Distributors, Kolkata; ISBN: 978-93-80663-12-8
0 notes
sacsir · 3 years
Photo
Tumblr media
আমার ৪১তম জন্মদিনে ফেইসবুক বন্ধুরা যে ভাবে আমাকে শুভেচ্ছায় সিক্ত করেছেন তাতে আমি খুবই প্রীত। সবাইকে হৃদয়ের গভীরতর প্রদেশ থেকে আন্তরিক ধন্যবাদ ও কৃতজ্ঞতা জানাচ্ছি। আজ আমার খুবই আপনজনেরা এসে স্ব শরীরে হাজির হয়ে এমনভাবে কৃতজ্ঞতার বন্ধনে বাঁধলেন.. আমি বাকরুদ্ধ। আমাদের পরিবারের বাইরেও পরিবার থাকে, যে পরিবারের বন্ধন আপন পরিবারের চেয়ে কোন অংশে কম নয়.. #ভিশনারী_পরিবার তেমনি।। অনেক ধন্যবাদ Muhammed Abdul Muhit, Rain-dipped Belabhumi, Kamal A Ambia, Imdadul Haque Zubair, Biplob Nath, Ahmed Koysor, Hosain Mohammad Shahnewaz, Humayun HK (at Sylhet) https://www.instagram.com/p/CJ1T5EEDxgh/?igshid=uhg2sez96z3f
0 notes
webodisha18 · 4 years
Photo
Tumblr media
Countdown To Gopalpur Beach Festival 2019 Begins Berhampur: Five-day long Gopalpur Belabhumi Mahotsav (Beach Festival)-2019 will kick off at the port town on December 24, perhaps in a different location this time, informed Mahotsav Committee president and local MLA Pradeep Panigrahi following a preparatory meeting on Tuesday.
0 notes
worldmets · 6 years
Photo
Tumblr media
Belabhumi by Shaktipada Rajguru ebook pdf Belabhumi by Shaktipada Rajguru ebook pdf Book Name- Belabhumi, Author Name- Shaktipada Rajguru, Book Pages- 171, …
0 notes
clicksbysiba · 7 years
Text
Beach Phptography...Puri Beach
Beach Phptography…Puri Beach
One of my most favourite sight is sea-beach because I am basically from Beach.
 It’s a beach shot from Puri sea-beach in Odisha and it’s just not a beach but it has a name “Belabhumi”. I love ❤️ it because though it’s a deep sea beach yet calm and most crowded throughout the year because of Jagannath Dham.
  CreativeSiba
View On WordPress
0 notes
belabhumi · 1 year
Photo
Tumblr media
ଏ ଦୁଇ ଆଖିର ଶୂନ୍ୟତାକୁ ମୋ ଯେବେ ନବୁଝନ୍ତି କେହି, ଓଠ ଛୁଇଁ ମୋର କେତେ ସହଜରେ ତୁମେ ମୋତେ ଦିଅ କହି।।ବେଳାଭୂମି इन आँखों की उदासीयाँ, लबों से बयां करुं तो करुं कैसे । एक तु ही है जो लबों पे रख के हाथ आँखे से सब कुछ पढ लेती है । #yqbhaina #belabhumi #ବେଳାଭୂମି Read my thoughts on @YourQuoteApp #yourquote #quote #stories #qotd #quoteoftheday #wordporn #quotestagram #wordswag #wordsofwisdom #inspirationalquotes #writeaway #thoughts #poetry #instawriters #writersofinstagram #writersofig #writersofindia #igwriters #igwritersclub https://www.instagram.com/p/CoPWYtQt9bJ/?igshid=NGJjMDIxMWI=
1 note · View note
belabhumi · 1 year
Photo
Tumblr media
ସଞ୍ଜ ନଇଁଲେ ତୁମରି ଗାଁକୁ ରୂପର ସବାରୀ ଆସେ ଆମରି ଗାଁର ଚଉପାଢ଼ି ପରେ ତୁମରି ଚର୍ଚ୍ଚା ବସେ ।।ବେଳାଭୂମି ଜହ୍ନ ଯେବେ ଉଠେ ବଉଦ ଆଡେଇ ଦୂର ତାଳବଣ ପଛେ ତୁମେ ରହିଯାଅ ତୁମେ ହୋଇ ଆଉ ମୁଁ ରହିଯାଏ ମିଛେ।।ବେଳାଭୂମି #yqbhaina #belabhumi #ବେଳାଭୂମି Read my thoughts on @YourQuoteApp #yourquote #quote #stories #qotd #quoteoftheday #wordporn #quotestagram #wordswag #wordsofwisdom #inspirationalquotes #writeaway #thoughts #poetry #instawriters #writersofinstagram #writersofig #writersofindia #igwriters #igwritersclub https://www.instagram.com/p/CnovFIzNa4f/?igshid=NGJjMDIxMWI=
0 notes
belabhumi · 1 year
Photo
Tumblr media
ହଦୟକୁ ଥରେ ପଚାରି ବୁଝିବ ଦେହ ଦହନର କଥା ରାତି ଉଆଁସ କୁ ପଚାରି ଦେଖିବ ଛାତି ତଳେ ଥିବା ବ୍ୟଥା, କଡ଼ ��େଉଟାଏ ଝଡ଼ ରାତି ପରି ସମାଜ ନିୟମ ଯେତେ ବିଡମ୍ବନା ସବୁ ସପନ ଯେତେକ ହଜେ ସୁନାମୀ ର ସାଥେ।।ବେଳାଭୂମି #yqbhaina #belabhumi #ବେଳାଭୂମି Read my thoughts on @YourQuoteApp #yourquote #quote #stories #qotd #quoteoftheday #wordporn #quotestagram #wordswag #wordsofwisdom #inspirationalquotes #writeaway #thoughts #poetry #instawriters #writersofinstagram #writersofig #writersofindia #igwriters #igwritersclub https://www.instagram.com/p/CmZUmjGt-yB/?igshid=NGJjMDIxMWI=
0 notes
belabhumi · 1 year
Photo
Tumblr media
ମନେପଡେ ତୁମ ଅଭିଆଡ଼ି ମାନ ଲାଜୁଆ ଆଖିର ଭାଷା ଓଠେ ଓଠ ଚିପି ଚୁପିଚୁପି ସେଇ ପ୍ରଥମ ପ୍ରେମର ନିଶା, ଆଜିବି ମୁକୁଳା ସେଇ ପିଲାଦିନ ରେଶମୀ ସ୍ମୃତିର ଜୁଡ଼ା ତୁମ ଯିବାପରେ ଅଳତା ସିନ୍ଦୁରେ ସବୁକିଛି ଅସଜଡ଼ା, ଆଜିବି ସାଥୀ ମୁଁ ଯେଉଁଠାରେ ଥିଲି ସେଇଠାରେ ଅଛି ଛିଡା ଆଉଅଛି ସେଇ ଛାଡି ଯାଇଥିବା ଭଙ୍ଗା ଗୋଟେ କାଠଘୋଡା…….।। ତପନ ଦୀକ୍ଷିତ(ବେଳାଭୂମି) ନାସିକେଶ୍ୱର, କାକଟପୁର, ପୁରୀ #yqbhaina #belabhumi #ବେଳାଭୂମି Read my thoughts on @YourQuoteApp #yourquote #quote #stories #qotd #quoteoftheday #wordporn #quotestagram #wordswag #wordsofwisdom #inspirationalquotes #writeaway #thoughts #poetry #instawriters #writersofinstagram #writersofig #writersofindia #igwriters #igwritersclub https://www.instagram.com/p/CmZO_1WvqH6/?igshid=NGJjMDIxMWI=
0 notes
belabhumi · 1 year
Photo
Tumblr media
ସଙ୍କେତେ ତୁମେ ଅଙ୍କିତ କଲ ସେ ଯେଉଁ କ୍ଷତର ଚିହ୍ନ କିପରି କହିବି କେମିତି ବିତୁଛି ନିତି ରାତି ପ୍ରତିଦିନ, ସ୍ପନ୍ଦନ ହୀନ ହୃଦୟ ଲାଗଇ ନିଥର ଜୀବନ ଗତି ପ୍ରେତାୟିତ ଆଜି ପ୍ରତିଟି ମୁହୂର୍ତ୍ତ ସେଇ ସଙ୍କେତେ ସାଥୀ, ଉଷା ଲାଗେ ବିଷ ପ୍ରତିଟି ନିମିଷ ଉକୁଟେ ଅଦେଖା ପ୍ରୀତି ଉଫ୍ କୁହେ ଓଠ ଥର ଥର ଖାଲି ବେଦନା ଉଠିଲେ ମାତି, ଯତି ନୁହେଁ ମତି- ''ରତି'' ରୋଧେ ରାଧେ ରତ ରତ ଆସି ବେଳ କୃଷ୍ଣ ନାମେ ଆଉ ସ୍ପୃହା ଆସେ ନାହିଁ କନ୍ଦର୍ପଟା ଆଜି କାଳ ।। ତପନ ଦୀକ୍ଷିତ (ବେଳାଭୂମି) ନାସିକେଶ୍ୱର, କାକଟପୁର, ପୁରୀ #yqbhaina #ବେଳାଭୂମି #belabhumi Read my thoughts on @YourQuoteApp #yourquote #quote #stories #qotd #quoteoftheday #wordporn #quotestagram #wordswag #wordsofwisdom #inspirationalquotes #writeaway #thoughts #poetry #instawriters #writersofinstagram #writersofig #writersofindia #igwriters #igwritersclub https://www.instagram.com/p/CmTY4P-vcnU/?igshid=NGJjMDIxMWI=
0 notes
belabhumi · 1 year
Photo
Tumblr media
''ପ୍ରଣୟର ଏଇ ପୂଣ୍ୟ ଶିଳାଲେଖେ ତୁମେ ମୋର ଚାରୁକଳା ଅଵଚେତନର ସମ୍ଭାବ୍ୟ ସମ୍ଭୋଗ ଉର୍ଜାଦାୟୀ ସ୍ୱପ୍ନବାଳା '' ସରି ଆସୁଥିବ ପାହାନ୍ତି ରାତିଟା ***************** ପାହୁଥିବ ନିଶି ଅଧରେ ପରଷି ଗୋଲାପୀ ଚୁମ୍ବନ ରେଖା କିଣା କିଙ୍କର ତୋ ବଣା ହୋଇଥିବ ଲଭିବାକୁ ପ୍ରେମ ଭିକ୍ଷା, ଅଙ୍ଗ ବଲ୍ଳରୀକୁ ଖେଳାଇ କୋଳାଇ ବାତ୍ସ୍ୟାୟନ ସୂତ୍ରେ ଯେବେ କରୁଥିବୁ ତୋଷ ହୋଇଣ ହରଷ ଭରି ଦୁଇ କୁଚକୁମ୍ଭେ, ଦେଉଥିବୁ ଢାଳି ଅଙ୍କେ ବାଙ୍କେ ଢଳି ତୃଷା କରି ନିବାରଣ ଥିବ ସାରାଦେହେ ଶିହରଣ କିଛି ଓଠେ ମୃଦୁ ଗୁଞ୍ଜରଣ, ଶେଷ ହୋଇଥିବ ରାତି ରତିପର୍ବେ ମିଳନର ସମାରୋହ ସରି ଆସୁଥିବ ପାହାନ୍ତି ରାତିଟା ନିସ୍ତେଜ ଥିବ ଏ ଦେହ ।। ତପନ ଦୀକ୍ଷିତ (ବେଳାଭୂମି) (ଶୃଙ୍ଗରାତ୍ମକ ରଚନା ପାଇଁ ଯଦି କାହା ମନରେ କିଛି ଖେଦହୁଏ କ୍ଷମା କରିବେ) #yqbhaina #belabhumi #ବେଳାଭୂମି Read my thoughts on @YourQuoteApp #yourquote #quote #stories #qotd #quoteoftheday #wordporn #quotestagram #wordswag #wordsofwisdom #inspirationalquotes #writeaway #thoughts #poetry #instawriters #writersofinstagram #writersofig #writersofindia #igwriters #igwritersclub https://www.instagram.com/p/CmJ9myRPQfh/?igshid=NGJjMDIxMWI=
0 notes
belabhumi · 1 year
Photo
Tumblr media
ମୁଁ ତୁମ ମରାଳ ଚଞ୍ଚୁରେ ମୋର ନୀଳ ଅଭିଶାର ବିଥୀ ପକ୍ଷ ପୁଟରେ ସ୍ଵର୍ଣ୍ଣ ପରାଗ ଚିବୁକେ ଅକୁହା ତାତି , ତୁମେ ସଖୀ ତମେ ବାହୁ ବନ୍ଧନେ ଥରେ ମାତ୍ର ତୋଳି ନେଇ ନିର୍ବାଣ ଦିଅ ନିର୍ବାଣ ଦିଅ ସାତ ଜନ୍ମର ପୁରୁଷାକାର ମୋ ଯାଉ ସାର୍ଥକ ହୋଇ।।ବେଳାଭୂମି #yqbhaina #belabhumi #ବେଳାଭୂମି Read my thoughts on @YourQuoteApp #yourquote #quote #stories #qotd #quoteoftheday #wordporn #quotestagram #wordswag #wordsofwisdom #inspirationalquotes #writeaway #thoughts #poetry #instawriters #writersofinstagram #writersofig #writersofindia #igwriters #igwritersclub https://www.instagram.com/p/CmIrax2D4dO/?igshid=NGJjMDIxMWI=
0 notes
belabhumi · 1 year
Photo
Tumblr media
ନଖ ବାଳ ଧାରୀ ଭାଲୁ କି କେବେ ବୋଲାଏ ଯୋଗୀ ଗଙ୍ଗାଜଳ ମୀନ କେବେକି ହୁଏ ସରଗ ଭୋଗୀ....? କାକକି କରିଛି ପିକର ପଞ୍ଚମା-ଳାପେ ତାନ ଗ୍ରାମ ଶୂକରୀ କି ହୋଇଛି ଗୋମାତାରେ ଭାଜନ ? କଣା ଅବା ଗଣା କେବେକି ନାମ ‘’ପଦ୍ମ – ଲୋଚନେ’’ ଫଗୁଣ କି କେବେ ଫେରିଛି ଛୁଇଁ କଦମ୍ବ ବନେ..?।। ତପନ ଦୀକ୍ଷିତ (ବେଳାଭୂମି) ନାସିକେଶ୍ୱର, କାକଟପୁର, ପୁରୀ #yqbhaina #belabhumi #ବେଳାଭୂମି Read my thoughts on @YourQuoteApp #yourquote #quote #stories #qotd #quoteoftheday #wordporn #quotestagram #wordswag #wordsofwisdom #inspirationalquotes #writeaway #thoughts #poetry #instawriters #writersofinstagram #writersofig #writersofindia #igwriters #igwritersclub https://www.instagram.com/p/CmHQb1ntWc3/?igshid=NGJjMDIxMWI=
0 notes
belabhumi · 1 year
Photo
Tumblr media
କୋଳେ ତୋଳି ଜାଳି ପ୍ରଣୟ ପ୍ରଦୀପ ବୋକ ଦେଉଥିବି ଗଣ୍ଡେ  ପ୍ରଣୟ ମଦିରା ପରଶି ହରଷେ ଅଧରର ମଧୁଭାଣ୍ଡେ , କରୁଥିବ ତୋଷ ନଧରି ମୋ ଦୋଷ ରହି ରହି ଦଣ୍ଡେ ଦଣ୍ଡେ ଯାଉଥିବି ଜଳି ଉଷ୍ମ ଆଲିଙ୍ଗନେ ତୁମ ନାମ ଥିବ ତୁଣ୍ଡେ ।। ତପନ ଦୀକ୍ଷିତ (ବେଳାଭୂମି) #yqbhaina #belabhumi #ବେଳାଭୂମି Read my thoughts on @YourQuoteApp #yourquote #quote #stories #qotd #quoteoftheday #wordporn #quotestagram #wordswag #wordsofwisdom #inspirationalquotes #writeaway #thoughts #poetry #instawriters #writersofinstagram #writersofig #writersofindia #igwriters #igwritersclub https://www.instagram.com/p/CmGiGijjTUK/?igshid=NGJjMDIxMWI=
0 notes