Tumgik
#⬤
belabhumi · 2 years
Photo
Tumblr media
#ତୁମେ #YourQuoteAndMine Collaborating with Monalisa Kar ''ବାଟର ପିଠିରେ ଛାଡ଼ିଯାଅ ଯେବେ ପାଦ ଅଳତାର ଛାପ କାହିଁକି ଜାଣେନା ସ୍ମୃତି ଛୁଇଁ ଯାଏ ସପନ ପରୀର ଗପ ।।ବେଳାଭୂମି Read my thoughts on @YourQuoteApp #yourquote #quote #stories #qotd #quoteoftheday #wordporn #quotestagram #wordswag #wordsofwisdom #inspirationalquotes #writeaway #thoughts #poetry #instawriters #writersofinstagram #writersofig #writersofindia #igwriters #igwritersclub https://www.instagram.com/p/CcpBgncju4f/?igshid=NGJjMDIxMWI=
0 notes
iskconbrahmapur · 3 years
Photo
Tumblr media
🎊🙇🏻🛕#ଇସ୍କନ #ବ୍ରହ୍ମପୁର ତରଫରୁ🛕🙇🏻🎊 💫💫💫🌕🌕🌕💫💫💫 💐#ତୁଳସୀ #ଶାଳଗ୍ରାମଙ୍କ #ବିବାହ #ଉପଲକ୍ଷେ💐 💫💫💫🌕🌕🌕💫💫💫 *🙏🏻🔖🥁USA ରୁ #ଦୁର୍ଲଭ #କୃଷ୍ଣ #କଥା🥁🔖🙏🏻* ବିଷୟ: ତୁଳସୀ ଓ ଶାଳଗ୍ରାମ ଶିଳାଙ୍କ ମହିମା ବକ୍ତା: ଶ୍ରୀ ନରସିଂହ ଚୈତନ୍ୟ ଦାସ*(USA) ସମୟ: ୩୦ ନଭେମ୍ବର (ସୋମବାର), ସନ୍ଧ୍ୟା ୭:୩୦ ରୁ ୯ ଟା https://www.instagram.com/p/CILk1GdgRW4/?igshid=1mrdroat8jie2
1 note · View note
belabhumi · 4 years
Photo
Tumblr media
ଆକଣ୍ଠ ମଦିରା ପାନ ପରେ ସାଥୀ ତୃଷ୍ଣା ହୁଏନା ଶେଷ ରହିଯାଏ ଖାଲି ତୁମ ସାଥେ ଯାହା ପ୍ରଣୟର ଅବଶୋଷ, ଶେଷ ଅଭିଳାଷ ପଚାରି ବସିଲ ..... କହୁଛି ହୃଦୟ ଖୋଲି ତୁମପାଇଁ ଯାହା ମରିବି ପାରୁନି କହୁନି ବଞ୍ଚିଛି ବୋଲି... ।। ତପନ ଦୀକ୍ଷିତ(ବେଳା ଭୂମି) ନାସିକେଶ୍ୱର, କାକଟପୁର, ପୁରୀ #yqbhaina #belabhumi #odiakavita #ବେଳାଭୂମି #ତୃଷ୍ଣା Read my thoughts on @YourQuoteApp #yourquote #quote #stories #qotd #quoteoftheday #wordporn #quotestagram #wordswag #wordsofwisdom #inspirationalquotes #writeaway #thoughts #poetry #instawriters #writersofinstagram #writersofig #writersofindia #igwriters #igwritersclub https://www.instagram.com/p/CARed7lJmIv/?igshid=nqznl9p9amb7
0 notes